ପିଲାମାନଙ୍କ ପାଇଁ ବାଇବଲ

ତୁମର ଅଧିକ ଆଦରଣିୟ କାହାଣି ବାଇବଲ ରୁ । ସମ୍ପୁର୍ଣ୍ଣ ଭାବେ ମୁକ୍ତ ।.

ଆମର ଉଦ୍ଧେଶ୍ୟ

ମାଥିଉ ୧୯:୧୪ ଯୀଶୁ କହିଲେ, ଶିଶୁ ମାନଙ୍କୁ ଛାଡ଼ିଦିଅ, ସେମାନଙ୍କୁ ମାେ ନିକଟକୁ ଆସିବାକୁ ମନା କର ନାହିଁ, କାରଣ ସ୍ଵର୍ଗରାଜ୍ୟ ଏହିପ୍ରକାର ଲୋକମାନଙ୍କ ର ।

ପିଲାମାନଙ୍କ ପାଇଁ ବାଇବଲ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ଜଣାନ କରିବା ନିମନ୍ତେ ପ୍ରତେ୍ୟକ ବାଇବଲ କାହାଣୀ ଉଦହରଣର ସହିତ ପ୍ରଦାନ କରାଯାଇଛି, ସମ୍ପର୍କୀୟ ବିଭିନ୍ନ ଆକାର ରେ ଏବଂ ମଡେିଆ, ତତ୍ସହିତ ବିଶ୍ଵବ୍ୟାପୀ ୱେବ, ସେଲ ଫେ।ନ, ପ ଡି ଏସ, ପ୍ରିଣ୍ଟେଡ କଲର ସୁସମାଚାର ପତ୍ର ଏବଂ ରଙ୍ଗ ବୋଳିବା ପତ୍ରିକା ଯେପରି ପ୍ରତେ୍ୟକ ଭାଷାରେ ଏକ ଶିଶୁ କହିପୋରେ ।

ଏହି ବାଇବଲ ର କାହାଣୀ ଗୁଡ଼ିକ ପୃଥିବୀରେ ଥିବା ୧୮୦ କୋଟି ପିଲାମାନଙ୍କ ସୁବଧା ହିସାବରେ ମୁକ୍ତ ଭାବରେ ବଣ୍ଟିବା ନିମନ୍ତେ ପ୍ରସ୍ତୁତ କରାଯାଉଅଛି ।

ମୁକ୍ତରେ ମୁଦ୍ରିତ କାହାଣି

ଈଭାନଗେଢଆ ଲିକାଲ ଟ୍ରାକ ଡିସଟ୍ରିବୁଟରସ ବର୍ତ୍ତମାନ ଏହି ଅତି ଆଦରଣିୟ ପଲାମାନଙ୍କ ବାଇବଲ କାହାଣି ଗୁଡ଼ିକ ମୁଦ୍ରିତ କରି ମାଗଣାରେ ପଠାଉଅଛନ୍ତି ।

evangelicaltract.com

ସମ୍ବାଦ ପତ୍ର ସାଇନ ଆପ