ପିଲାମାନଙ୍କ ପାଇଁ ବାଇବଲ

ତୁମର ଅଧିକ ଆଦରଣିୟ କାହାଣି ବାଇବଲ ରୁ । ସମ୍ପୁର୍ଣ୍ଣ ଭାବେ ମୁକ୍ତ ।.

ଆମର ଉଦ୍ଧେଶ୍ୟ

ମାଥିଉ ୧୯:୧୪ ଯୀଶୁ କହିଲେ, ଶିଶୁ ମାନଙ୍କୁ ଛାଡ଼ିଦିଅ, ସେମାନଙ୍କୁ ମାେ ନିକଟକୁ ଆସିବାକୁ ମନା କର ନାହିଁ, କାରଣ ସ୍ଵର୍ଗରାଜ୍ୟ ଏହିପ୍ରକାର ଲୋକମାନଙ୍କ ର ।

ପିଲାମାନଙ୍କ ପାଇଁ ବାଇବଲ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ଜଣାନ କରିବା ନିମନ୍ତେ ପ୍ରତେ୍ୟକ ବାଇବଲ କାହାଣୀ ଉଦହରଣର ସହିତ ପ୍ରଦାନ କରାଯାଇଛି, ସମ୍ପର୍କୀୟ ବିଭିନ୍ନ ଆକାର ରେ ଏବଂ ମଡେିଆ, ତତ୍ସହିତ ବିଶ୍ଵବ୍ୟାପୀ ୱେବ, ସେଲ ଫେ।ନ, ପ ଡି ଏସ, ପ୍ରିଣ୍ଟେଡ କଲର ସୁସମାଚାର ପତ୍ର ଏବଂ ରଙ୍ଗ ବୋଳିବା ପତ୍ରିକା ଯେପରି ପ୍ରତେ୍ୟକ ଭାଷାରେ ଏକ ଶିଶୁ କହିପୋରେ ।

ଏହି ବାଇବଲ ର କାହାଣୀ ଗୁଡ଼ିକ ପୃଥିବୀରେ ଥିବା ୧୮୦ କୋଟି ପିଲାମାନଙ୍କ ସୁବଧା ହିସାବରେ ମୁକ୍ତ ଭାବରେ ବଣ୍ଟିବା ନିମନ୍ତେ ପ୍ରସ୍ତୁତ କରାଯାଉଅଛି ।

ସମ୍ବାଦ ପତ୍ର ସାଇନ ଆପ

Receive

Instagram
Twitter
Facebook
TikTok
YouTube

ପିଲାମାନଙ୍କ ପାଇଁ ବାଇବଲ ର ପ୍ରତେ୍ୟକ ବସ୍ତୁ ଏହି ୱେବସାଈଟ ରେ ସମ୍ପୁର୍ଣ୍ଣ ମୁକ୍ତ ଭାବେ ବ୍ୟବହାର କରିବା ନିମନ୍ତେ ଦିଆଯାଇଅଛି । କନ୍ତୁ ଏହାକୁ ବ୍ୟବସାୟୀକ ଭିତ୍ତିରେ ବ୍ୟବହାର କରିବାକୁ ନିଷେଧ © 2003 - 2024